Subhadra 3rd instalment Big Update 9 August 2025

Subhadra 3rd instalment Big Update 9 August 2025

Subhadra yojana କୁ ନେଇ ଆଜି 2 ଟି ବଡ଼ ଘୋଷଣା ଆସିଯାଇଛି ଯାହା କି ପ୍ରଭାତୀ ପରିଡ଼ାଙ୍କ ଦ୍ଵାରା ଘୋଷଣା କରା ଯାଇଛି ।

ଶୁଭଦ୍ରା ଟଙ୍କା କୁ ନେଇ ବଡ଼ ଘୋଷଣା । 9 ତାରିଖ ରେ ହେବ ସମସ୍ତଙ୍କ ଆକାଉଣ୍ଟ ରେ ପଇସା Credit. ଆଜି ସକାଳେ ପ୍ରଭାତୀ ପରିଡ଼ା ଙ୍କ ଘୋଷଣା ଥିଲା କି 1 କୋଟି ମହିଳା ଙ୍କ ଆକାଉଣ୍ଟ କୁ 9 ଅଗଷ୍ଟ 2025 ରେ ଶୁଭଦ୍ରା ଟଙ୍କା ର 3rd instalment ଦିଆ ଯିବ । 

ଯେଉଁ ମାନେ ଭି ଏହି ଶୁଭଦ୍ରା ଟଙ୍କା କୁ ପାଇବାରେ ବଞ୍ଚିତ ଅଛନ୍ତି ସମସ୍ତଙ୍କ ଆକାଉଣ୍ଟ କୁ ଶୁଭଦ୍ରା ପଇସା credit କରା ଯିବ । 
ଏବଂ ଯେଉଁ ମହିଳା ମାନେ ମୂଳ ରୁ ଏହି ଶୁଭଦ୍ରା ଟଙ୍କା ପାଇ ନାହାନ୍ତି ସେମାନଙ୍କ ଆକାଉଣ୍ଟ କୁ ଏକା ଥରକେ 15,000 ଟଙ୍କା ଦିଆ ଯିବ । ଯାହା କି 9 ତାରିଖ ଦିନ release କରା ଯିବ।

Post a Comment

0 Comments